ଚିହ୍ନାଇବା Chihnāibā

  • ଦେ. କ୍ରି—(ସଂ. ଚିହ୍ନ ଧାତୁ ଣିଜନ୍ତ ରୂପ) — କୌଣସି ବ୍ଯକ୍ତିକୁ ଅନ୍ଯ ବ୍ଯକ୍ତିଙ୍କ ନିକଟରେ ପରିଚିତ କରାଇବା — To introduce a person to another
  • ଦେ. କ୍ରି—(ସଂ. ଚିହ୍ନ ଧାତୁ ଣିଜନ୍ତ ରୂପ) — କହ ଜ୍ୟୋଷ୍ଠ କ୍ରମରେ ପୁତ୍ରଙ୍କୁ ଚିହ୍ନାଇ—କୃଷ୍ଣସିଂହ, ମହାଭାରତ, ଆଦି।
  • ଦେ. କ୍ରି—(ସଂ. ଚିହ୍ନ ଧାତୁ ଣିଜନ୍ତ ରୂପ) — କୌଣସି ବିଶିଷ୍ଟ ଚିହ୍ନଦ୍ୱାରା ଚିହ୍ନିତ କରାଇବା — To mark; to indicate by a particular mark
  • ଦେ. କ୍ରି—(ସଂ. ଚିହ୍ନ ଧାତୁ ଣିଜନ୍ତ ରୂପ) — କୌଣସି ବସ୍ତୁ ବା ବ୍ଯକ୍ତିଙ୍କୁ ଅନ୍ଯ ଲୋକକୁ ଦେଖାଇ— ଦେବା — To point out
  • ଦେ. କ୍ରି—(ସଂ. ଚିହ୍ନ ଧାତୁ ଣିଜନ୍ତ ରୂପ) — କୌଣସି ବ୍ଯକ୍ତି ବା ବସ୍ତୁ ବା ସମ୍ପତ୍ତି ଲୋଡ଼ା ହେବା ବ୍ଯକ୍ତି, ବସ୍ତୁ ବା ସମ୍ପତ୍ତି ଅଟେ ବୋଲି ରାଜକୀୟ କର୍ମଚାରୀଙ୍କୁ ଦେଖାଇଦେବା — To identify a person, thing or property to a public servent