ଚିହ୍ନା ପରିଚୟ Chihnā parichaya
- ଦେ. ବି. (ଓ. ଚିହ୍ନା+ସଂ. ପରିଚୟ; ଏକାର୍ଥକ ସହଚର) — ସୁପରିଚୟ; ଘନିଷ୍ଠ ପରିଚୟ; ଜଣାଶୁଣା; ପରସ୍ପର ପରସ୍ପରକୁ ଉତ୍ତମରୂପେ ଜାଣିବା — Intimacy; close acquaintance
- ଦେ. ବି. (ଓ. ଚିହ୍ନା+ସଂ. ପରିଚୟ; ଏକାର୍ଥକ ସହଚର) — [ଦ୍ର— କୌଣସି ବ୍ଯକ୍ତିଙ୍କୁ ମୁଁ ଅନେକବାର ଦେଖିଥିଲେ ବା ତାଙ୍କ ଛବି ଦେଖିଥିଲେ ତାଙ୍କ ସଙ୍ଗେ ମୋର ଚିହ୍ନା ଅଛି ବୋଲି କୁହାଯିବ; କିନ୍ତୁ ଯେବେ ସେ ମଧ୍ୟ ମୋତେ ଜାଣନ୍ତି ତେବେ ତାଙ୍କ ସଙ୍ଗେ ମୋର ପରିଚୟ ବୋଲି ବୋଲାଯିବ।]