ଚିହ୍ନଟ ପଡ଼ିବା Chihnaṭa Paṟḍ̠bā

  • ଦେ. କ୍ରି — କୌଣସି ପକ୍ଷ ବା ବସ୍ତୁ ବା ଜମିକୁ ରାଜ— କର୍ମଚାରୀଙ୍କ ଆଗରେ ଚିହ୍ନାଇ ଦେଇ ତତ୍; ସଂକ୍ରାନ୍ତ ଦଲୀଲରେ ଚିହ୍ନଟ—ସାକ୍ଷୀରୂପେ ଦସ୍ତଖତ୍ କରିବା — To sign in a public document as the identifer of a certain person or property before a public servant (e.g. a registering officer; a searching or attaching officer.)