ଚିହ୍ନ (ଧାତୁ) Chihna (root)

  • ସଂ — ଲକ୍ଷ୍ୟ କରିବା — To put a mark; to observe
  • ସଂ — ଦାଗ ଦେବା — To put a mark; to stamp
  • ସଂ — ପରିଚିତ ବ୍ଯକ୍ତି ବା ବସ୍ତୁକୁ ଠଉରାଇବା — To recognise a thing or person