ଚିହିଁକିବା Chihiñkibā

  • ଦେ. କ୍ରି. (ସଂ. ଚମତ୍କୃତ; ଚକିତ) — ହଠାତ୍ ଭୟରେ ଚମକିବା — To wince; to take fright; to be alarmed; to be startled
  • ଦେ. କ୍ରି. (ସଂ. ଚମତ୍କୃତ; ଚକିତ) — ଚାବୁକ ବାଜିଲା ପରି ମୁଁ ଡରେ ଚିହିଁକି ପଡ଼ଇ ପହିଲୁ ଥରେ। କବିସୂର୍ଯ୍ୟ—ସଙ୍ଗୀତ।
  • ଦେ. କ୍ରି. (ସଂ. ଚମତ୍କୃତ; ଚକିତ) — [ଦ୍ର— ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଉଠିବା, ପଡ଼ିବା ଯିବା କ୍ରିୟାର ସମାପିକାରୂପ ଯୁକ୍ତ ହୋଇ ବ୍ଯବହୃତ ହୁଏ।]