ଚିଲି Chili

  • ଦେ. ବି. (ସଂ. ଚିଲ୍ଲୀ; ଚିଲ୍ଲିକା) — ଚିଲ୍ଲୀ (ଦେଖ) — Chilī (See)
  • ଦେ. ବି. (ସଂ. ଚିଲ୍ଲୀ; ଚିଲ୍ଲିକା) — ଟାଙ୍ଗିବଥୁଆ; ଟଙ୍କବଥୁଆ— ହରେକୃଷ୍ଣ, ଦ୍ରବ୍ଯଗୁଣ।) — A kind of pot-herb
  • ଦେ. ବି. (ସଂ. ଚିଲ୍ଲୀ; ଚିଲ୍ଲିକା) — ଭ୍ରୂଲତା — Eyebrow
  • ଦେ. ବି. (ସଂ. ଚିଲ୍ଲୀ; ଚିଲ୍ଲିକା) — ରଖି କମାଣ ସେ କରେ କମ୍ପାଇଲେ ନଚାଇବୁ ତୁ ଏକା ତୋ ଚିଲି— ବିଶ୍ୱନାଥ, ବିଚିତ୍ର ରାମାୟଣ।
  • ଦେ. ବି. (ସଂ. ଚିଲ୍ଲୀ; ଚିଲ୍ଲିକା) — (ଦକ୍ଷିଣ ଆମେରିକାର ମିକ୍ସିକୋ ଦେଶ ପ୍ରଚଳିତ ଭାଷା। ଏହା ମଧ୍ୟ ଇଂରାଜୀ ଭାଷାରେ ଗୃହୀତ)—ଲଙ୍କାମରିଚ — Red pepper; cayenne pepper