ଚିଲାଇବା Chilāibā
- ଦେ. କ୍ରି. (ଚିଲ ପରି ତୀବ୍ର ଚେଁ ଚେଁ ଶବ୍ଦ) — ଉଚ୍ଚ ସ୍ୱରରେ ଡାକିବା; ରଡ଼ି ଦେବା; କର୍ଣ୍ଣକଟୂ ରଡ଼ି ଦେବା; ଚିତ୍କାର କରିବା — To utter a loud cry; to halloo; to make a shrill sound; to scream
- ଦେ. କ୍ରି. (ଚିଲ ପରି ତୀବ୍ର ଚେଁ ଚେଁ ଶବ୍ଦ) — ପତିଶୋଇଲା ଠାବରେ କାନ୍ଦ ତୁ ଚିଲାଇ। ବେତାଳ ପଞ୍ଚବିଂଶତି, ନନ୍ଦେ।