ଚିଲାଆଖିଆ Chilā-ākhiā
- ଦ. ବିଣ. (ସଂ. ଚିଲ୍ଲ=କ୍ଳିନ୍ନଚକ୍ଷୁ ବ୍ଯକ୍ତି) — ଚିଲର ଆଖି ପରି ଯାହାର ଆଖିର କଳା ଡୋଳା ମାଟିଆ ବା ପାଣ୍ଡୁର ବା ଈଷତ୍ ସବୁଜ ବର୍ଣ୍ଣ — Grey eyed; having pupils of the eye grey or greenish
- ଦ. ବିଣ. (ସଂ. ଚିଲ୍ଲ=କ୍ଳିନ୍ନଚକ୍ଷୁ ବ୍ଯକ୍ତି) — ଚିଲାଆଖିଆ ବଇଦାମା, ଗୋଡ଼େଇ ଗୋଡ଼େଇ ଘଇତା ଖା—ଢଗ।