ଚିଲା ମାରିବା Chilāmāribā

  • ଦେ. କ୍ରି — (ହିଂସ୍ର ପକ୍ଷୀ) ଝାମ୍ପ ମାରିବା — To swoop down or pounce upon a thing (said of a bird of prey)
  • ଦେ. କ୍ରି — ଚଳ ମତ୍ସ୍ୟେ ଚିଲା ମାରନ୍ତି ଗାଙ୍ଗୋଇ। ରାଧାନାଥ, ଚିଲିକା।
  • ଦେ. କ୍ରି — (ଲକ୍ଷଣାର୍ଥ) ହଠାତ୍ ଆକ୍ରମଣ କରି ନେଇଯିବା — To take away by a sudden attack
  • ଦେ. କ୍ରି — ମନେ ନାହିଁ ଦିନେ କାଳ ପକ୍ଷିରାଜ ଉପରୁ ମାରିବ ଚିଲା। ରାଧାନାଥ, ପାର୍ବତୀ।
  • ଦେ. କ୍ରି — (ଲକ୍ଷଣାର୍ଥ) ଠକି ନେଇଯିବା — 2. To take away by deceitful means
  • ଦେ. କ୍ରି — କୁଦିବା; ନାଚିବା — Jump up; leap up; dance
  • ଦେ. କ୍ରି — ମୋ ଶାରିଆ, ମୋ ଛମାଣ ଆଠଗୁଣ୍ଠ କହି ନାଚେ ଚିଲା ମାରେ, ଡକା ପାଡ଼େ, ହସେ। ଫକୀରମୋହନ, ଛମାଣ ଆଠଗୁଣ୍ଠ।