ଚିଲମ୍ଚି Chilamchi

  • ବୈଦେ. ବି. (ତୁର୍କୀ) — ପିତଳଆଦି ଧାତୁ ନିର୍ମିତ ହାତଧୁଆ କୁଣ୍ଡ — A metal washing basin or tub
  • ବୈଦେ. ବି. (ତୁର୍କୀ) — (ଫା. ଚିଲମ୍ଗର୍ଦା) ହୁକାର ଯେଉଁ ନଳ ଉପରେ ଚିଲମ ବସାଯାଏ — The main tube of a hubble-hubble on which the fire-bowl is set