ଚିର୍କୁଟ୍ Chir-kuṭ

  • ଦେ. ବି. (ସଂ. ଚୀରିକା, ଚିଠିକା=କାଗଜର କ୍ଷୁଦ୍ର ଖଣ୍ଡ) — କାଗଜର କ୍ଷୁଦ୍ର ଖଣ୍ଡ — A torne bit of paper
  • ଦେ. ବି. (ସଂ. ଚୀରିକା, ଚିଠିକା=କାଗଜର କ୍ଷୁଦ୍ର ଖଣ୍ଡ) — ଟିକି କାଗଜ — A slip of paper
  • ଦେ. ବି. (ସଂ. ଚୀରିକା, ଚିଠିକା=କାଗଜର କ୍ଷୁଦ୍ର ଖଣ୍ଡ) — ଛିଣ୍ଡା ଲୁଗା; ନେଙ୍କୁଡ଼ି — Rag; torne cloth
  • ଦେ. ବି. (ସଂ. ଚୀରିକା, ଚିଠିକା=କାଗଜର କ୍ଷୁଦ୍ର ଖଣ୍ଡ) — ମଳିଆ ଚିରକୁଟ ଲୁଗା, ଦେହରେ ଅଧଆଙ୍ଗୁଳିଏ ବହଳ ମଳି। ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. ବି. (ସଂ. ଚୀରିକା, ଚିଠିକା=କାଗଜର କ୍ଷୁଦ୍ର ଖଣ୍ଡ) — ଭୂରାଜସ୍ୱ ବନ୍ଦୋବସ୍ତରେ ଖସଡ଼ା ଓ ଆଟେଷ୍ଟେସନ୍ ପରେ ଓ ଭୂସ୍ୱତ୍ୱଲିପିର ଅନ୍ତିମ କାଗଜ ବା ପଟ୍ଟା ପ୍ରଜାଙ୍କୁ ମିଳିବା ପୂର୍ବରୁ ପ୍ରଜାର ଜମିର ବିବରଣ ଟିପାଥିବା କାଗଜ ଯାହା ପ୍ରଜାକୁ ମିଳେ; ପାରଚା — A slip of paper given to a tenant before a copy of the final Record of Rights is granted during a Revenue Settlement
  • ପ୍ରାଦେ. (ସମ୍ବଲପୁର) ବି. — ଚିରାକନା — Rag
  • ବିଣ. — ଛିନ୍ନଭିନ୍ନ; ଟିକି ଟିକି ହୋଇ ଛିନ୍ନ — Torne to shreds; shreded