ଚିରୋପକୃତ Chiropakṛuta

  • ସଂ. ବିଣ. ପୁଂ — ଚିରକ୍ରୀତ 3 (ଦେଖ) — ଚିରକ୍ରୀତ3(ଦେଖ). Chirakrīta 3 (See)
  • ସଂ. ବିଣ. ପୁଂ — ଏପରି ଉପକାରପ୍ରାପ୍ତ ଯେ ଯେଉଁ ଉପକାରକୁ ଉପକୃତ ବ୍ଯକ୍ତି ଯାବଜ୍ଜୀବନ ଭୋଗ କରିବ — Benefited in such a way as to enjoy the benefit for ever