ଚିରିକିବା Chirikibā
- ଦେ. କ୍ରି. (ସଂ. ଉତ୍ସର୍ଗ; କିମ୍ବା ଧ୍ୱନ୍ୟନୁକରଣ; ଈଷତ୍ ପରିମାଣରେ ମଳ ଗୃହ୍ୟଦ୍ୱାରରୁ ବାହାରି ପଡ଼ିବା ସମୟରେ ଶୁଣାଯିବା 'ଚିର୍' ଧ୍ୱନି) — ଅତି ଅଳ୍ପ ମାତ୍ରାରେ ଜଳୀୟ ମଳ ବିସର୍ଜନ କରିବା — To pass a scanty quantity of loose stool at a time
- ଦେ. କ୍ରି. (ସଂ. ଉତ୍ସର୍ଗ; କିମ୍ବା ଧ୍ୱନ୍ୟନୁକରଣ; ଈଷତ୍ ପରିମାଣରେ ମଳ ଗୃହ୍ୟଦ୍ୱାରରୁ ବାହାରି ପଡ଼ିବା ସମୟରେ ଶୁଣାଯିବା 'ଚିର୍' ଧ୍ୱନି) — [ଦ୍ର—କୁଆ ଓ ବଗ ଆଦି ପକ୍ଷୀ ଚିରିକନ୍ତି।]
- ଦେ. କ୍ରି. (ସଂ. ଉତ୍ସର୍ଗ; କିମ୍ବା ଧ୍ୱନ୍ୟନୁକରଣ; ଈଷତ୍ ପରିମାଣରେ ମଳ ଗୃହ୍ୟଦ୍ୱାରରୁ ବାହାରି ପଡ଼ିବା ସମୟରେ ଶୁଣାଯିବା 'ଚିର୍' ଧ୍ୱନି) — କୌଣସି ଜଳୀୟ ବସ୍ତୁକୁ କ୍ଷୁଦ୍ର ରନ୍ଧ୍ର ବାଟେ ଅଳ୍ପ ପରିମାଣରେ ଜୋରରେ ଛାଡ଼ି ଦେବା — To emit a liquid through a small hole forcibly and in small quantities
- ଦେ. କ୍ରି. (ସଂ. ଉତ୍ସର୍ଗ; କିମ୍ବା ଧ୍ୱନ୍ୟନୁକରଣ; ଈଷତ୍ ପରିମାଣରେ ମଳ ଗୃହ୍ୟଦ୍ୱାରରୁ ବାହାରି ପଡ଼ିବା ସମୟରେ ଶୁଣାଯିବା 'ଚିର୍' ଧ୍ୱନି) — [ଦ୍ର—ନାଳରକ୍ତ ଝାଡ଼ା ହେଲେ ରୋଗୀ ଏହିପରି ଚିରକେ।]
- ଦେ. କ୍ରି. (ସଂ. ଉତ୍ସର୍ଗ; କିମ୍ବା ଧ୍ୱନ୍ୟନୁକରଣ; ଈଷତ୍ ପରିମାଣରେ ମଳ ଗୃହ୍ୟଦ୍ୱାରରୁ ବାହାରି ପଡ଼ିବା ସମୟରେ ଶୁଣାଯିବା 'ଚିର୍' ଧ୍ୱନି) — ଟୋପା ଟୋପା ହୋଇ ସାମାନ୍ୟ ମାତ୍ରାରେ ପଡ଼ିବା — To drizzle; to dribble
- ଦେ. କ୍ରି. (ସଂ. ଉତ୍ସର୍ଗ; କିମ୍ବା ଧ୍ୱନ୍ୟନୁକରଣ; ଈଷତ୍ ପରିମାଣରେ ମଳ ଗୃହ୍ୟଦ୍ୱାରରୁ ବାହାରି ପଡ଼ିବା ସମୟରେ ଶୁଣାଯିବା 'ଚିର୍' ଧ୍ୱନି) — (ଯଥା—ଆଜି ସକାଳୁ ମେଘ ଚିରିକୁଛି।)
- ଦେ. କ୍ରି. (ସଂ. ଉତ୍ସର୍ଗ; କିମ୍ବା ଧ୍ୱନ୍ୟନୁକରଣ; ଈଷତ୍ ପରିମାଣରେ ମଳ ଗୃହ୍ୟଦ୍ୱାରରୁ ବାହାରି ପଡ଼ିବା ସମୟରେ ଶୁଣାଯିବା 'ଚିର୍' ଧ୍ୱନି) — ଦନ୍ଥରା ବା ଜିଭ ଅସମାନ ଥିବା କଲମରେ ଲେଖିବା ସମୟରେ ଲେଖୁଥିବା କାଗଜରେ କାଳିକୁ ଇତସ୍ତତଃ ଛିଞ୍ଚାଡ଼ିବା — To sprinkle ink on a piece of paper while writing slovenly with a blunt or irregularly pointed pen
- ଦେ. କ୍ରି. (ସଂ. ଉତ୍ସର୍ଗ; କିମ୍ବା ଧ୍ୱନ୍ୟନୁକରଣ; ଈଷତ୍ ପରିମାଣରେ ମଳ ଗୃହ୍ୟଦ୍ୱାରରୁ ବାହାରି ପଡ଼ିବା ସମୟରେ ଶୁଣାଯିବା 'ଚିର୍' ଧ୍ୱନି) — (ଯଥା—ବାଳକ ଖାତାଟିଯାକ ଚିରିକି ପକାଇଛି।)
- ଦେ. କ୍ରି. (ସଂ. ଉତ୍ସର୍ଗ; କିମ୍ବା ଧ୍ୱନ୍ୟନୁକରଣ; ଈଷତ୍ ପରିମାଣରେ ମଳ ଗୃହ୍ୟଦ୍ୱାରରୁ ବାହାରି ପଡ଼ିବା ସମୟରେ ଶୁଣାଯିବା 'ଚିର୍' ଧ୍ୱନି) — [ଦ୍ର— ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା ଓ ପକାଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୋଇ ବ୍ଯବହୃତ ହୁଏ।]