ଚିରା କନା Chirā kanā

  • ଦେ. ବି (ସଂ. ଚୀର୍ଣ୍ଣ+କର୍ଣ୍ଣ=ବସ୍ତ୍ରର କୋଣ) ଛିଣ୍ଡା ବସ୍ତ୍ରାଂଶ — Rag; tattered piece of cloth
  • ଦେ. ବି (ସଂ. ଚୀର୍ଣ୍ଣ+କର୍ଣ୍ଣ=ବସ୍ତ୍ରର କୋଣ) ଥିଲାବେଳେ ଚିରାକନା ହଜିଗଲେ ମାଠ। ଢଗ।