ଚିରସ୍ଥାୟୀ Chirasthāyī
- ସଂ. ବିଣ. ପୁଂ. (ଚିର+ସ୍ଥା ଧାତୁ+କର୍ତ୍ତୃ. ଇନ୍) — ଅବିନାଶୀ — Indestructible; permanent; ever lasting
- ସଂ. ବିଣ. ପୁଂ. (ଚିର+ସ୍ଥା ଧାତୁ+କର୍ତ୍ତୃ. ଇନ୍) — ଦୀର୍ଘକାଳସ୍ଥାୟୀ — Long standing; durable; lasting
- ସଂ. ବିଣ. ପୁଂ. (ଚିର+ସ୍ଥା ଧାତୁ+କର୍ତ୍ତୃ. ଇନ୍) — ଇସ୍ତମରାରୀ — Perpetual