ଚିରସ୍ଥାୟୀ ବନ୍ଦୋବସ୍ତ Chirasthāyī bandobasta
- ଦେ. ବି — ଚିରଦିନ ସକାଶେ ଭୂମିର ସରକାରୀ ରାଜସ୍ୱ ନିରୂପଣ — Permanent revenue settlement in which the revenue payable to Government is fixed in perpetuity
- ଦେ. ବି — [ଦ୍ର—ବଙ୍ଗ, ବିହାର ଓ ଓଡ଼ିଶା ଦେଶରେ ଲର୍ଡ଼ କର୍ଣ୍ଣଉଆଲିସ୍ 1793 ସାଲରେ ପ୍ରଥମେ ଜମିଦାରମାନଙ୍କ ଉପରେ 1 ବର୍ଷ ସକାଶେ ବସାଇଥିବା ନିର୍ଦ୍ଦିଷ୍ଟ ଜମା ପରେ ଚିରକାଳ ସକାଶେ ସ୍ଥାୟୀ ରହିବ ବୋଲି ଆଦେଶ କଲେ। ଏ ଜମା ଆଉ ବଦଳିବ ନାହିଁ। ଓଡ଼ିଶାର କେତେଗୁଡ଼ିଏ ରାଜ୍ୟର ରାଜସ୍ୱ ମଧ୍ୟ ଚିରକାଳ ସକାଶେ ସ୍ଥିରୀକୃତ ହୋଇଥିଲା। ଇଂରାଜୀରେ ଏହାକୁ — [ଦ୍ର—ବଙ୍ଗ, ବିହାର ଓ ଓଡ଼ିଶା ଦେଶରେ ଲର୍ଡ଼ କର୍ଣ୍ଣଉଆଲିସ୍1793ସାଲରେ ପ୍ରଥମେ ଜମିଦାରମାନଙ୍କ ଉପରେ1ବର୍ଷ ସକାଶେ ବସାଇଥିବା ନିର୍ଦ୍ଦିଷ୍ଟ ଜମା ପରେ ଚିରକାଳ ସକାଶେ ସ୍ଥାୟୀ ରହିବ ବୋଲି ଆଦେଶ କଲେ ଏ ଜମା ଆଉ ବଦଳିବ ନାହିଁ ଓଡ଼ିଶାର କେତେଗୁଡ଼ିଏ ରାଜ୍ୟର ରାଜସ୍ୱ ମଧ୍ୟ ଚିରକାଳ ସକାଶେ ସ୍ଥିରୀକୃତ ହୋଇଥିଲା ଇଂରାଜୀରେ ଏହାକୁThe Permanent Settlement of Bengal, Bihar & Orissaବୋଲି କହନ୍ତି]
- ଦେ. ବି — ଯେଉଁ ବ୍ଯବସ୍ଥାର ପରିବର୍ତ୍ତନ ଘଟେ ନାହିଁ — A permanent arrangement