ଚିରଯୁବା Chirajubā
- ସଂ. ବିଣ.—(ଚିର+ଯୁବନ୍) — ଯାହାର ଯୌବନ କେବେ ହେଲେ ମଉଳେ ନାହିଁ (ଯଥା—ଦେବତା) — Of never fading youth
- ସଂ. ବିଣ.—(ଚିର+ଯୁବନ୍) — ଯାହାର ଯୌବନ ବହୁକାଳ ରହେ — Of lasting youth; one who maintains his or her youth for an extraordinarily long time
- ସଂ. ବିଣ.—(ଚିର+ଯୁବନ୍) — ବାର୍ଦ୍ଧକ୍ୟରେ ମଧ୍ୟ ଯେ ଯୁବକ ପରି ସତେଜ ଥାଏ — Sprightly and energetic even in old age
- ସଂ. ବିଣ.—(ଚିର+ଯୁବନ୍) — ଯେଉଁ ବ୍ଯକ୍ତିର ଯୌବନଜନିତ ଅଙ୍ଗସୌଷ୍ଠବ ବୃଦ୍ଧକାଳରେ ମଧ୍ୟ ରହେ — Maintaining youthful plumpness and grace even in advanced age