ଚିରମଳିନ Chiramaḻina
- ସଂ. ବିଣ. ପୁଂ. (କର୍ମଧା; ଚିର+ମଳିନ) — ଯେଉଁ ପଦାର୍ଥ ବା ବ୍ଯକ୍ତିଠାରୁ ମଳିନତା କଦାପି ଦୂର ହେବ ନାହିଁ — Ever dirty; ever soiled; that which can never be purified or chastened
- ସଂ. ବିଣ. ପୁଂ. (କର୍ମଧା; ଚିର+ମଳିନ) — ଯେଉଁ ବ୍ଯକ୍ତିଠାରେ ଲାଗିବା କଳଙ୍କ ଦୂରପନେୟ — Having a stain which will never be effaced