ଚିରବୈରାଗୀ Chiraba̲i̱rāgī

  • ସଂ. ବିଣ. (ସଂ. ଚିର+ବୈରାଗୀ) — ଯେ ବାଳକାଳରୁ ସଂସାର ତ୍ୟାଗ କରିଅଛି — One who has renounced the world for life, since boyhood
  • ସଂ. ବିଣ. (ସଂ. ଚିର+ବୈରାଗୀ) — ଯେ ବଞ୍ଚିଥିବା ପର୍ଯ୍ୟନ୍ତ ସଂସାର ତ୍ୟାଗ କରେ — Renouncing the world for life