ଚିରବିସ୍ମୃତ Chirabismṛuta

  • ସଂ. ବିଣ. ପୁଂ. (ସୁପ୍ ସୁପ୍ ସମାସ; ଚିର+ବିସ୍ମୃତ) — ଯେ ବହୁଦିନ ହେଲା କୌଣସି କଥା ଭୁଲି ଯାଇଅଛି — Long forgetting long oblivious
  • ସଂ. ବିଣ. ପୁଂ. (ସୁପ୍ ସୁପ୍ ସମାସ; ଚିର+ବିସ୍ମୃତ) — ଯାହାକୁ ବହୁଦିନ ହେଲା ଭୁଲାଯାଇଅଛି — Long forgotten