ଚିରବିରହୀ Chirabirahī
- ସଂ. ବିଣ. ପୁଂ. (ଚିରବିରହ+ଇନ; 1 ମା. 1 ବ.) — ବହୁକାଳ ପାଖ ଛଡ଼ାଛଡ଼ି ହୋଇ ରହିଥିବା (ସ୍ୱାମୀ ବା ସ୍ତ୍ରୀ) — Long separated (couple)
- ସଂ. ବିଣ. ପୁଂ. (ଚିରବିରହ+ଇନ; 1 ମା. 1 ବ.) — ଆଜୀବନ ସ୍ୱାମୀ ବା ସ୍ତ୍ରୀସଙ୍ଗରୁ ବଞ୍ଚିତ — Deprived of the association of one's wife or husband for life