ଚିରପ୍ରବାସ Chiraprabāsa

  • ସଂ. ବି (କର୍ମଧା; ଚିର+ପ୍ରବାସ) — ବହୁକାଳ ବିଦେଶରେ ବାସ — Long sojourn; staying abroad for a very long time
  • ସଂ. ବି (କର୍ମଧା; ଚିର+ପ୍ରବାସ) — ଆଜୀବନ ବିଦେଶରେ ବାସ — Lifelong sojourn