ଚିରପୁଷ୍ପ Chirapushpa

  • ସଂ. ବି. (ବହୁବ୍ରୀହି; ଚିର+ପୁଷ୍ପ; ଏଥିର ଫୁଲ ସବୁ ଋତୁରେ ଫୁଟେ) — ବକୁଳ ଗଛ — Bakuḻa tree Mimusops Elengi