ଚିରପରିଚିତ Chiraparichita

  • ସଂ. ବିଣ. ପୁଂ. (ସୁପ୍ ସୁପ୍ ସମାମ; ଚିର+ପରିଚିତ) — ଦୀର୍ଘକାଳ ଯେଉଁ ବ୍ଯକ୍ତିଙ୍କ ସଙ୍ଗେ ପରିଚୟ ବା ଜଣାଶୁଣା ଅଛି — Long acquainted or familiar; known for a pretty long time
  • ସଂ. ବିଣ. ପୁଂ. (ସୁପ୍ ସୁପ୍ ସମାମ; ଚିର+ପରିଚିତ) — ବହୁକାଳ ହେଲା ଯେଉଁ କାର୍ଯ୍ୟ ଅଭ୍ୟାସ କରାଯାଇଅଛି; ଚିରାଭ୍ୟସ୍ତ — Long practised