ଚିରନିର୍ବାସନ Chiranirbāsana

  • ସଂ. ବି. (ଚିର+ନିର୍+ବସ୍ ଧାତୁ ଣିଚ୍=ବାସି ଧାତୁ +ଭାବ. ଅନ) — ଅପରାଧୀକୁ ପ୍ରଦତ୍ତ ଯାବଜ୍ଜୀବନ ଦେଶାନ୍ତରରେ ବାସ କରିବା ରୂପ ଦଣ୍ଡ — Transportation for life; lifelong exile