ଚିରନିବାସ Chiranibāsa

  • ସଂ. ବି. (କର୍ମଧା; ଚିର+ନିବାସ) — ପୁରୁଷାନୁକ୍ରମେ ଏକସ୍ଥାନରେ ବାସ କରିବା — Residence at one place for generations
  • ସଂ. ବି. (କର୍ମଧା; ଚିର+ନିବାସ) — ଆଜୀବନ କୌଣସି ସ୍ଥାନରେ ବାସ — Permanent of lifelong residence at a place