ଚିରଦାସ Chiradāsa
- ସଂ. ବିଣ. ପୁଂ — ଚିରାନୁଗତ; ଯାବଜ୍ଜୀବନ କୌଣସି ବ୍ଯକ୍ତିଠାରେ ଅନୁଗତ — Ever devoted; devoted for life to a master
- ସଂ. ବିଣ. ପୁଂ — ଆଜୀବନ ପ୍ରଭୁଙ୍କଠାରେ ଭୃତ୍ୟରୂପେ ଆବଦ୍ଧ — Tied to a master as a slave for life
- ବି — ଆଜୀବନ ଦାସ — A slave for life
- ବି — ଆଜୀବନ ଭକ୍ତ — A life-long devotee