ଚିରତୃଷିତ Chiratṛushita
- ସଂ. ବିଣ (ସୁପ୍ସୂପ୍ ସମାସ) — ଦୀର୍ଘକାଳ ହେଲା ପାଣି ପିଇ ନ ଥିବାରୁ ଅତ୍ୟନ୍ତ ତୃଷାତୁର (ବ୍ଯକ୍ତି) — (person) Very thirsty, not having drunk for a long time
- ସଂ. ବିଣ (ସୁପ୍ସୂପ୍ ସମାସ) — ଚନ୍ଦ୍ରରୁ ଚିପୁଡ଼ି ସୁଧା ଝରି ଚିରତୃଷିତର ମୁଖେ ଭରି—କବିସୂର୍ଯ୍ୟ, କିଶୋରୀଚମ୍ପୂ, ତ ଗୀତ।