ଚିରତୁଷାରବଳୟ Chiratushārabaḻaya

  • ସଂ. ବି. (ଆଧୁନିକ ବ୍ଯବହାର) — ପର୍ବତ ବା ଦେଶର ଯେଉଁ ଭାଗ ସବୁ ଦିନେ ବରଫରେ ଆଚ୍ଛାଦିତ ହୋଇ ରହି ଥାଏ (ଅର୍ଥାତ ଯେଉଁ ସ୍ଥାନରେ ବରଫ ଖରାରେ ସୁଦ୍ଧା ତରଳେ ନାହିଁ) ତାହାର ସର୍ବନିମ୍ନ ସୀମା — Snowline; the line of perpetual snow