ଚିରଞ୍ଜି Chirañji
- ଦେ. ବି—(ସଂ. ଚିର+ବୀଜ) — ପିୟାଳ ବୃକ୍ଷ — Buchanonia latifolia (a wild timber-tree)
- ଦେ. ବି—(ସଂ. ଚିର+ବୀଜ) — ପିୟାଳଫଳ; ଏକପ୍ରକାର ବାଦାମ — Seed of the Chironjia Sapida
- ଦେ. ବି—(ସଂ. ଚିର+ବୀଜ) — [ଦ୍ର—ଏହି ମଞ୍ଚିର ଶସ ବାଦାମ ପରି ସୁସ୍ୱାଦୁ ଓ ଏଥିରୁ ଏକପ୍ରକାର ତେଲ ବାହାରେ। ପଶ୍ଚିମ ଅଞ୍ଚଳରେ ଏହି ତେଲ (ଆମ ଦେଶରେ ରାଶିତେଲ, ସୋରିଷତେଲ ପରି) ତିଅଣକୁ ସୁସ୍ୱାଦୁ କରି— ବାରେ ବ୍ଯବହୃତ ହୁଏ ଓ ଏ ମଞ୍ଚିର ଶସ ପିଠା ଓ ମିଠାଇରେ ପଡ଼େ।]