ଚିରଜୀବକ Chirajībaka
- ସଂ. ବିଣ. ପୁଂ (ଚିର+ଜୀବ୍ ଧାତୁ=ବଞ୍ଚିରହିବା+କର୍ତ୍ତୃ. ଅକ) — ଦୀର୍ଘାୟୁଃ; ଦୀର୍ଘଜୀବୀ; ଯେ ଅନେକ ଦିନ ବଞ୍ଚେ — Long-lived
- ସଂ. ବିଣ. ପୁଂ (ଚିର+ଜୀବ୍ ଧାତୁ=ବଞ୍ଚିରହିବା+କର୍ତ୍ତୃ. ଅକ) — ଅମର — Undying; immortal
- ବି — ବିଷ୍ଣୁ — Bishṇu
- ବି — କାକ — The crow
- ବି — ମାର୍କଣ୍ଡେୟ ଋଷି — Sage Mārkaṇḍeya (said to be still alive)
- ବି — ଶାଳ୍ମଳୀ ଗଛ; ଶିମିଳିଗଛ — The silk-cotton tree; Bambax Haptaphyllia
- ବି — ଅଶ୍ୱତ୍ଥାମା — Aṡwatthāmā, the son of Droṇāchyārj̄ya
- ବି — ବଳିରାଜା — Baḻi, the king who was pressed down in to the nether regions by Bishṇu in his incarnation of Bāmana
- ବି — ବ୍ୟାସଦେବ — Byāsa, the auther of the Mahābhārata
- ବି — ପରଶୁରାମ — Paraṡurām
- ବି — ହନୁମାନ୍ — Hanumān, the devoted follwer of Rāmchandra
- ବି — ବିଭୀଷଣ — Bibhīshaṇa, the brother of Rābaṇa