ଚିରଚିରା Chirachirā
- ଦେ. ବିଣ — ଯେଉଁ ଛାତ୍ର କୌଣସି ପାଠକୁ ବହୁକାଳ ଲାଗି ଆୟତ୍ତ କରେ ଓ ଥରେ ଅଭ୍ୟାସ କଲେ ତାହା ଚିରକାଳ ଭୁଲେ ନାହିଁ — A student who takes long to study a matter and does not forget it soon
- ଦେ. ବିଣ — [ଦ୍ର— ଶିଷ୍ୟ ବା ଛାତ୍ର 4 ପ୍ରକାର— 1 । ଚିରଚିରା—ଯେ ପାଠକୁ ବିଳମ୍ବରେ ଆୟତ୍ତ କରେ ଓ ବିଳମ୍ବରେ ପାଶୋରେ। 2 । ଚିରବେଗା—ଯେ ପାଠକୁ ବିଳମ୍ବରେ ଆୟତ୍ତ କରେ କିନ୍ତୁ ଚଞ୍ଚଳ ପାଶୋରି ପକାଏ। 3 —ବେଗବେଗା—ଯେ ପାଠକୁ ଚଞ୍ଚଳ ଆୟତ୍ତ କରେ ଓ ଚଞ୍ଚଳ ପାଶୋରିପକାଏ। 4 —ବେଗଚିରା—ଯେ ପାଠକୁ ଚଞ୍ଚଳ ଆୟତ୍ତ କରେ କିନ୍ତୁ ବିଳମ୍ବରେ ପାଶୋରେ। ଏଥି ମଧ୍ୟରୁ 4 ର୍ଥ ଶ୍ରେଣୀର ଛାତ୍ର ବୁଦ୍ଧିମାନ୍ ଓ ପ୍ରଶଂସାର୍ହ।] — [ଦ୍ର— ଶିଷ୍ୟ ବା ଛାତ୍ର4ପ୍ରକାର—1 ଚିରଚିରା—ଯେ ପାଠକୁ ବିଳମ୍ବରେ ଆୟତ୍ତ କରେ ଓ ବିଳମ୍ବରେ ପାଶୋରେ2 ଚିରବେଗା—ଯେ ପାଠକୁ ବିଳମ୍ବରେ ଆୟତ୍ତ କରେ କିନ୍ତୁ ଚଞ୍ଚଳ ପାଶୋରି ପକାଏ3—ବେଗବେଗା—ଯେ ପାଠକୁ ଚଞ୍ଚଳ ଆୟତ୍ତ କରେ ଓ ଚଞ୍ଚଳ ପାଶୋରିପକାଏ4—ବେଗଚିରା—ଯେ ପାଠକୁ ଚଞ୍ଚଳ ଆୟତ୍ତ କରେ କିନ୍ତୁ ବିଳମ୍ବରେ ପାଶୋରେ ଏଥି ମଧ୍ୟରୁ4ର୍ଥ ଶ୍ରେଣୀର ଛାତ୍ର ବୁଦ୍ଧିମାନ୍ ଓ ପ୍ରଶଂସାର୍ହ]
- ଦେ. ବି (ସଂ. ଚିତ୍କାର) ଚିରିଚିରା (ଦେଖ) — Chirichirā (See)