ଚିରକ୍ରୀତ Chirakrīta

  • ସଂ. ବିଣ. ପୁଂ (ସୁପ୍ସୂପ୍ ସମାସ; ଚିର+କ୍ରୀତ) — ବହୁକାଳ ହେଲା ଯାହା କିଣା ଯାଇଅଛି — Purchased since a long time
  • ସଂ. ବିଣ. ପୁଂ (ସୁପ୍ସୂପ୍ ସମାସ; ଚିର+କ୍ରୀତ) — ଯାବଜ୍ଜୀବନ ନିମନ୍ତେ କିଣା ଯାଇଥିବା — Acquired for life
  • ସଂ. ବିଣ. ପୁଂ (ସୁପ୍ସୂପ୍ ସମାସ; ଚିର+କ୍ରୀତ) — ଯାବଜ୍ଜୀବନ ପ୍ରତ୍ୟୁପକାର ଦ୍ୱାରା ପରିଶୋଧ ହୋଇ ନ ପାରିବା ଉପକାର ଦ୍ୱାରା ଉପକୃତ — Benifitted beyond the hope of being ever able to repay the benifit