ଚିରକୁମାର Chirakumāra
- ସଂ. ବିଣ. ପୁଂ — ଯେ ଆଜୀବନ ଅବିବାହିତ — Living unmarried through life; lifelong celebate
- ସଂ. ବିଣ. ପୁଂ — ଯେ ଆଜୀବନ ଅବିବାହିତ ରହିବାର ବ୍ରତ କରିଅଛି — A person who has taken the vow of celebacy
- ସଂ. ବି — ଯାବଜ୍ଜୀବନ ବିବାହ ନ କରିବାରୂପ ବ୍ରତବିଶେଷ — A vow of lifelong Celebacy