ଚିରକାଳ Chirakāḻa

  • ସଂ. କ୍ରି. ବିଣ. — ବହୁକାଳ ପର୍ଯ୍ୟନ୍ତ — For a long time
  • ସଂ. କ୍ରି. ବିଣ. — ବହୁକାଳ ହେଲା — Since a long time
  • ସଂ. କ୍ରି. ବିଣ. — ଅନନ୍ତକାଳ—ପର୍ଯ୍ୟନ୍ତ — For ever
  • ସଂ, ବି — ବହୁକାଳ — Time immemorial
  • ସଂ, ବି — ଅନନ୍ତକାଳ — Eternity
  • ଦେ. ବି — କେନାଲ ଓ ନଦୀବନ୍ଧ ନିମନ୍ତେ ସରକାର ଯେଉଁ ଭୁମିମାନ ଭୁସ୍ୱାମୀମାନଙ୍କଠାରୁ ଖରିଦ କରି ନେଇଅଛନ୍ତି ଓ ଯହିଁରେ ସରକାରଙ୍କର ଚିରସ୍ଥାୟିସ୍ୱତ୍ୱ କଦାପି ଲୋପ ହେବ ନାହିଁ — Lands acquired by the Government (Public Works Department, for the canal and river embankments, in which the Government has a permanent right and in which no lessee can acquire any right of occupancy; be his possession however long