ଚିରକର୍ମା Chirakarmā

  • ସଂ. ବିଣ. ଫୁ (ବହୁବ୍ରୀହି; ଚିର+କର୍ମନ୍; 1 ମା. 1 ବ.) — ଦୀର୍ଘସୂତ୍ରୀ; ଯେ କୌଣସି କାର୍ଯ୍ୟକୁ ବହୁକାଳରେ କରେ — Procrastinating; dilatory; sluggish; tardy