ଚିରଂଜୀବ Chiraṁ-jība

  • ସଂ. (ବାକ୍ୟ) — (ଗୁରୁଜନଙ୍କର ବାଳକ ପ୍ରତି ଆଶୀର୍ବାଦ ବଚନ)—ତୁ ବହୁକାଳ ବଞ୍ଚିରହ ବା ଦୀର୍ଘଜୀବୀ ହୋ — (A phrase of blessing) Live long
  • ସଂ. ବିଣ ଓ ବି — ଚିରଜୀବକ (ଦେଖ) — Chirajībaka (See)