ଚିମୁଟିବା Chimuṭibā
- ଦେ. କ୍ରି — ବୁଢ଼ା ଓ ବିଶି ଆଙ୍ଗୁଠିର ଟିପ ଦ୍ୱାରା ଅନ୍ଯ— ବ୍ଯକ୍ତିର ଅଙ୍ଗର କୌଣସି ସ୍ଥାନକୁ ଦୃଢ଼ ଭାବରେ ଚିପିବା — To pinch
- ଦେ. କ୍ରି — 2 ଦୃଢ଼ କରି ଚିପି ଧରିବା — 2ଦୃଢ଼ କରି ଚିପି ଧରିବା— 2. To gripe hard; to clutch
- ଦେ. କ୍ରି — (ଚିମୁଟାଇବା, ଚିମୁଟେଇବା—ଣିଜନ୍ତରୂପ)