ଚିମିଣିଆଁ Chimiṇiāñ

  • ଦେ. ବି — ଚମଚଟା (ଦେଖ) — Chamachaṭā (See)
  • ଦେ. ବିଣ — (ଲକ୍ଷଣାର୍ଥ)— ଯେ ଚେମିଣି ଚଢ଼େଇ ପରି ଚେଁ ଚେଁ ଶବ୍ଦ କରିଥାଏ — (figurative) Making a chirping or Squeaking noise like the house-bat
  • ଦେ. ବିଣ — (ଲକ୍ଷଣାର୍ଥ) ଚେମିଣିଙ୍କ ପରି ଶୀର୍ଣ୍ଣ — (figurative) Very weak or lean