ଚିପୁଲି Chipuli
- ଦେ. ବି (ସ. ନାମ—ଛୋଟିକା) — ଚଟିଜୋତା; ଚମର ଗୋଟିଏ ପଟିରେ ଆଙ୍ଗୁଠି ଗଳାଇବା ପାଇଁ ଲାଗିଥିବା ଚମ ଦଉଡ଼ିଯୁକ୍ତ ଯୋତା; ଉପର ଅଂଶ ନ ଥିବା ଚଟି ଜୋତା — Slippers; sandals
- ଦେ. ବି (ସ. ନାମ—ଛୋଟିକା) — ସ୍ତ୍ରୀଲେକମାନେ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ଯେଉଁ ମୁଦିଆଯୁକ୍ତ ଆଳଙ୍କାର ପିନ୍ଧିନ୍ତି; ଚୁଟୁକୀ — An ornamental ring worn by females on the toes
- ଦେ. ବି (ସ. ନାମ—ଛୋଟିକା) — ବବୁର୍ ବାଳ; ବେଣ୍ଟି — Bobbed hair; hair cut into overhanging ringlets