ଚିପୁଆଣି Chipuāṇi

  • ଦେ. ବି (ସଂ. ଚାପ) — ଯେଉଁ ଧାତୁମୟ ବନ୍ଧନ ଦ୍ୱାରା କୌଣସି ହୁଗୁଳା ବସ୍ତୁକୁ ଦୃଢ଼ୀଭୁତ କରାଯାଏ — A clamp; a fastener; clasp