ଚିନ୍ତିବା Chintibā

  • ଦେ. (ପଦ୍ଯ) କ୍ରି. (ସଂ. ଚିନ୍ତା ଧାତୁ) — ଚିନ୍ତା କରିବା — To think
  • ଦେ. (ପଦ୍ଯ) କ୍ରି. (ସଂ. ଚିନ୍ତା ଧାତୁ) — ସ୍ମରଣ କରିବା — To recollect; to remember