ଚିନ୍ତିତ Chintita

  • ସଂ. ବିଣ. (ଚିନ୍ତ ଧାତୁ+କର୍ମ. ତ) — ସ୍ମୃତ — Remembered
  • ସଂ. ବିଣ. (ଚିନ୍ତ ଧାତୁ+କର୍ମ. ତ) — ଆଲୋଚିତ — Considered
  • ସଂ. ବିଣ. (ଚିନ୍ତ ଧାତୁ+କର୍ମ. ତ) — ଭାବିତ; ଯାହା ଚିନ୍ତା କରାଯାଇଅଛି — Thought of
  • ସଂ. ବିଣ. (ଚିନ୍ତ ଧାତୁ+କର୍ମ. ତ) — (+କର୍ତ୍ତୃ. ତ) ଯେ ଚିନ୍ତା କରେ; ଚିନ୍ତାକାରକ — Thinking
  • ସଂ. ବିଣ. (ଚିନ୍ତ ଧାତୁ+କର୍ମ. ତ) — ଚିନ୍ତାଯୁକ୍ତ; ଉଦ୍ବିଗ୍ନ — Anxious
  • ସଂ. ବି (+ଭାବ. ତ) — ଚିନ୍ତା — Thought