ଚିନ୍ତା Chintā

  • ସଂ. ବି (ଚିନ୍ତ ଧାତୁ+ଭାବ. ଅ+ଆ) — ଧ୍ୟାନ; ଉପାସନା — Reflection; meditation
  • ସଂ. ବି (ଚିନ୍ତ ଧାତୁ+ଭାବ. ଅ+ଆ) — ଭାବନା — Thought; thinking
  • ସଂ. ବି (ଚିନ୍ତ ଧାତୁ+ଭାବ. ଅ+ଆ) — ଉଦ୍ବେଗ — Anxiety; care
  • ସଂ. ବି (ଚିନ୍ତ ଧାତୁ+ଭାବ. ଅ+ଆ) — ସ୍ମରଣ — Recollection
  • ସଂ. ବି (ଚିନ୍ତ ଧାତୁ+ଭାବ. ଅ+ଆ) — ଶଙ୍କା ବା ଭୟ — Fear
  • ସଂ. ବି (ଚିନ୍ତ ଧାତୁ+ଭାବ. ଅ+ଆ) — ମନରେ ଆନ୍ଦୋଳନ — Revolving in the mind
  • ସଂ. ବି (ଚିନ୍ତ ଧାତୁ+ଭାବ. ଅ+ଆ) — ବିଚାର; ବିବେଚନା — Consideration