ଚିନ୍ତାକୁଳ Chintākuḻa

  • ସଂ. ବିଣ. ପୁଂ ( 3 ୟା ତତ୍; ଚିନ୍ତା+ଆକୁଳ) — ଚିନ୍ତାଯୁକ୍ତ — Thoughtful
  • ସଂ. ବିଣ. ପୁଂ ( 3 ୟା ତତ୍; ଚିନ୍ତା+ଆକୁଳ) — ଉଦ୍ବିଗ୍ନ — Distracted; disturbed in mind; agitated; anxious