ଚିନ୍ତା ଖାଇବା Chintā khāibā
- ଦେ. ବି — (ଲକ୍ଷଣାର୍ଥ) ଅତିଶୟ ଭାବନା ଗ୍ରାସ କରି ଶରୀର ଓ ମନକୁ କ୍ଷୀଣ ଓ ଦୁର୍ବଳ କରି ପକାଇବା — (figurative) Too much serious thought (to rendering a person lean and lank both in the mind and the body)
- ଦେ. ବି — (ଯଥା—ମୋତେ ଦିନରାତି ବଢ଼ିଲା ଝିଅକୁ ବିଭା କରାଇବା ଚିନ୍ତା ଖାଇଲାଣି।)