ଚିନ୍ତାମଣି Chintāmaṇi

  • ସଂ. ବି. (ମଧ୍ୟପଦଲୋପୀ; ଚିନ୍ତାପ୍ରଦ ମଣି) — ଚାଞ୍ଛାପ୍ରଦ ରତ୍ନବିଶେଷ — A fabulous gem said to give the wearer his wished for results
  • ସଂ. ବି. (ମଧ୍ୟପଦଲୋପୀ; ଚିନ୍ତାପ୍ରଦ ମଣି) — ପରଶୁପଥର; ସ୍ପର୍ଶମଣି — The philosopher's stone
  • ସଂ. ବି. (ମଧ୍ୟପଦଲୋପୀ; ଚିନ୍ତାପ୍ରଦ ମଣି) — ଚିନ୍ତାମଣି ଥାଉଁ ଥାଉଁ କେ ରସେ ରୁପାରେ। କବିସୂର୍ଯ୍ୟ, ସଙ୍ଗୀତ।
  • ସଂ. ବି. (ମଧ୍ୟପଦଲୋପୀ; ଚିନ୍ତାପ୍ରଦ ମଣି) — ବ୍ରହ୍ମା — Brahmā
  • ସଂ. ବି. (ମଧ୍ୟପଦଲୋପୀ; ଚିନ୍ତାପ୍ରଦ ମଣି) — ବୁଦ୍ଧବିଶେଷ — One of the incarnations of Buddha
  • ଦେ. ବି. ପୁଂ ଓ ସ୍ତ୍ରୀ — ପୁରୁଷ ଓ ସ୍ତ୍ରୀଙ୍କୁ ଦିଆଯିବା ନାମ — A name given to males and females