ଚିନ୍ତାମଣି ରଘୁନାଥ ଆଚାର୍ୟ୍ୟ Chintāmaṇi raghunātha āchārj̄ya
- ସଂ. ବି. (ନାମ) — ମାନ୍ଦ୍ରାଜ ବେଧଶାଳାର ସହକାରୀ — A co-worker of the observatory in Madras
- ସଂ. ବି. (ନାମ) — [ଦ୍ର— ଏ ପାଶ୍ଚାତ୍ୟ ନାବିକପଞ୍ଜିକା ଅନୁସାରେ 1791 ଶତାବ୍ଦୀରେ ଦୃଗ୍ଗଣିତ ପଞ୍ଚାଙ୍ଗ ନାମରେ ଖଣ୍ତିଏ ପଞ୍ଜିକା ତୈଲଙ୍ଗ ଭାଷାରେ ପ୍ରକାଶ କରିଥିଲେ।] — [ଦ୍ର— ଏ ପାଶ୍ଚାତ୍ୟ ନାବିକପଞ୍ଜିକା ଅନୁସାରେ1791ଶତାବ୍ଦୀରେ ଦୃଗ୍ଗଣିତ ପଞ୍ଚାଙ୍ଗ ନାମରେ ଖଣ୍ତିଏ ପଞ୍ଜିକା ତୈଲଙ୍ଗ ଭାଷାରେ ପ୍ରକାଶ କରିଥିଲେ]