ଚିନ୍ତାଭର Chintābhara

  • ଦେ. ବିଣ — ଚିନ୍ତାଗ୍ରସ୍ତ; ଚିନ୍ତିତ; ଉଦ୍ବିଗ୍ନ — Anxious
  • ଦେ. ବିଣ — ଲଭିବା ଆଶେ ବୁଦ୍ଧି ନ ଆସେ ଚିନ୍ତାଭର ମତି ଅତି। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।