ଚିନ୍ତାବେଶ୍ମ Chintābeṡma

  • ସଂ. ବି — ଯେଉଁ ଘରେ ବସି ଗୁରୁତର ବିଷୟମାନ ଚିନ୍ତା ବା ପରାମର୍ଶ କରାଯାଏ; ମନ୍ତ୍ରଣାଗୃହ — Council-room